ଆଞ୍ଚଳିକ ପାହାଡ଼ ନିଲାମୀ ପରବର୍ତ୍ତୀ ସମସ୍ୟା: ବାଣପୁର ତହସିଲଦାରଙ୍କୁ ଭେଟିଲେ ବିଜେପି ନେତା ପୃଥ୍ଵୀରାଜ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ କୁଲେଇ ଗ୍ରାମପଞ୍ଚାୟତର ନୀଳକଣ୍ଠପୁର ମୌଜାରେ ଅଛି ବସବାଗୁଲି ପାହାଡ଼। ସରକାରଙ୍କ ନିର୍ଦ୍ଦେଶ ମୁତାବକ ଉକ୍ତ ପାହାଡ଼ରୁ…