ପାୟଲ ରୋହତଗୀ

ଅହମଦାବାଦ: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମଦାବାଦ ପୋଲିସ ଗିରଫ କରିଛି। ସୋସିଆଲ ମିଡିଆରେ ପାୟଲ ସୋସାଇଟି ଚେୟାରମ୍ୟାନଙ୍କୁ ଗାଳି କରିଥିବା ଅଭିଯୋଗ ହୋଇଥିଲା। ଏହାସହ ସୋସାଇଟିରେ ରହୁଥିବା…