ଆଜିର ଖବର ଭାରତରେ ଏପରି ଏକ ସହର ଅଛି ଯେଉଁଠି ପିଆଜ ରସୁଣ ନିଷେଧ, ନା ଖାଇବ ନା ଚାଷ କରିବ The Samikhsya Desk: ବିନା ପିଆଜ ରସୁଣରେ ତରକାରୀ ସ୍ବାଦହୀନ ହୋଇଯାଏ। ହେଲେ ବେଳେବେଳେ ପୂଜା ପାର୍ବଣ ବେଳେ ବିନା ପିଆଜ ରସୁଣର ଖାଦ୍ୟ ଖାଇବାକୁ ପଡେ।…