ଆଜିର ଖବର ପିଏମ ଉଦୟ ଯୋଜନାରେ ଦିଲ୍ଲୀର ୫୦ ଲକ୍ଷ ଲୋକ ଉପକୃତ ହେବେ: କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ନୂଆଦିଲ୍ଲୀ: ଦିଲ୍ଲୀରେ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ (MCD ନିର୍ବାଚନ) ମଧ୍ୟରେ ରାଜଧାନୀର କଲୋନୀ ଏବଂ ଆବାସିକ ଅଞ୍ଚଳର ନବୀକରଣ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।…