ଆଜିର ଖବର ଓଡ଼ିଶାର ପିଏମ କିସାନ୍ ହିତାଧିକାରୀ, ନରେଗା ଶ୍ରମିକ ଓ ଜୈବିକ ଚାଷୀଙ୍କୁ ଦିଲ୍ଲୀରୁ ଆସିଲା ନିମନ୍ତ୍ରଣ ଭୁବନେଶ୍ଵର; ଚଳିତ ବର୍ଷ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେଉଛି। ତେଣୁ ଏଥରର ସ୍ୱାଧୀନତା ଦିବସ ସମାରୋହକୁ ସ୍ମରଣୀୟ କରିବା ଲାଗି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ…