ଆଜିର ଖବର ପିଏମ- ମିତ୍ର ମେଗା ଟେକ୍ସଟାଇଲ ପାର୍କଗୁଡିକ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଗତ କିଛି ଦିନ ମଧ୍ୟରେ ମହାରାଷ୍ଟ୍ର ଓ ଗୁଜରାଟରେ ଦୁଇଟି ପିଏମ-ମିତ୍ର ମେଗା ଟେକ୍ସଟାଇଲ ପାର୍କ ଶିଳାନ୍ୟାସକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ…