ଆଜିର ଖବର ୨୦୨ ବଣ୍ଡଲ କେନ୍ଦୁପତ୍ର ସହ ପିକଅପ ଭ୍ୟାନ ଜବତ ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଗିରିଧିଖମଣ ଗ୍ରାମରୁ ଆଜି ଭୋରରୁ ୨୦୨ ବଣ୍ଡଲ କେନ୍ଦୁପତ୍ର ଜବତ କରିଛି ବନବିଭାଗ। ସୂଚନାଯୋଗ୍ୟ…