ଆଜିର ଖବର ପିକ୍ଅପ୍ ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆସ୍କା ଥାନା ଅର୍ନ୍ତଗତ ପିତଳ କଲେଜ୍ ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ୍ ଚାଳକ ରାମଚନ୍ଦ୍ର ଯେନା ଘଟଣାସ୍ଥଳରେ ମୃତ୍ୟୁବରଣ…