ଆଜିର ଖବର ସମୀକ୍ଷା ନିୟୁଜରେ ରାସନ କାର୍ଡ ମହାଦୁର୍ନୀତି ଖବର ପ୍ରସାରଣ ପରେ ଆକ୍ସନମୋଡ଼ରେ ଚିଲିକା ବ୍ଲକ ପ୍ରଶାସନ ସୀତାରାମ ଅଗ୍ରୱାଲ ଚିଲିକା: ଗତକାଲି ସମୀକ୍ଷା ନିୟୁଜରେ ଚିଲିକା ବ୍ଲକ ମାନସିଂହପୁର ପଞ୍ଚାୟତରେ ରାସନ କାର୍ଡ ମହାଦୁର୍ନୀତିର ଖବର ପ୍ରସାରଣ ହେବାପରେ ଚେଇଁ ଉଠିଛି ଚିଲିକା ବ୍ଲକ…