ଆଜିର ଖବର ସେଚେଲ୍ସ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ମୁରାଦାବାଦୀ ପିତ୍ତଳ କଇଁଛ ଉପହାର ନୂଆଦିଲ୍ଲୀ: ନିଜର ସେଚେଲ୍ସ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାକାର ରାଷ୍ଟ୍ରପତିଙ୍କୁ ଏକ ସ୍ବତନ୍ତ୍ର ଉପହାର ପ୍ରଦାନ କରିଛନ୍ତି, ତାହା ହେଉଛି ‘ମୁରାଦାବାଦୀ ପିତ୍ତଳ କଇଁଛ’।…