ଖେଳ ପିଭି ସିନ୍ଧୁ ଆଇଓଏ ଆଥ୍ଲେଟ୍ସ କମିଶନ୍ ଅଧ୍ୟକ୍ଷା, ହରମନପ୍ରୀତ୍ ଉପାଧ୍ୟକ୍ଷ ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ଆଥ୍ଲେଟ୍ସ କମିଶନ୍ ଗଠିତ ହୋଇଛି। ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ତାରା ବ୍ୟାଡ୍ମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ଏହି କମିଶନ୍ର…