ଅପରାଧ ଭୁବନେଶ୍ବରରୁ ଅପହରଣ ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କଲା କମିଶନରେଟ ପୋଲିସ ଭୁବନେଶ୍ବର: ଶେଷରେ ଭୁବନେଶ୍ବର କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା। ଭୁବନେଶ୍ବର ରାମମନ୍ଦିର ସାମନାରୁ ଅପହରଣ ହୋଇଥିବା ଶିଶୁପୁତ୍ରକୁ ପୋଲିସ ଉଦ୍ଧାର କରିଛି। ସିସିଟିଭି ଫୁଟେଜ ଆଧାର…