ଆଜିର ଖବର ପୁଅକୁ ହତ୍ୟା କରି ପୋତିଲା ପିଶାଚ ବାପା ! ଘର ପଛପଟ ବାଡିରୁ ମୃତଦେହ ଉଦ୍ଧାର ଆଠଗଡ: ପୁଅକୁ ହତ୍ୟା କରି ଘର ପଛପଟରେ ଥିବା ବାଡ଼ିରେ ମୃତଦେହକୁ ପୋତିଦେଇଛି ବାପା। କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଅନ୍ତର୍ଗତ ଗୁରୁଡିଝାଟିଆ ଥାନା ଅଂଚଳରେ ଏଭଳି…