ଆଞ୍ଚଳିକ ସାମାନ୍ୟ ବର୍ଷାରେ ଜଳବନ୍ଦୀ ବାଣପୁର ସହରବାସୀ: କୁମ୍ଭକର୍ଣ୍ଣ ନିଦ୍ରାରେ ପି.ଡବ୍ଲୁ.ଡ଼ି ବିଭାଗ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନ.ଏ.ସି ରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ହୋଇନଥିବାରୁ ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ…