ଆଜିର ଖବର ପୁଅକୁ ଆକ୍ରମଣ କରି ଘଟଣାସ୍ଥଳରୁ ପିତା ଫେରାର ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ପୋଡିଙ୍ଗି ଗ୍ରାମର ମନୋଜ ବେହେରା ନିଜ ସ୍ତ୍ରୀ ବାସନ୍ତୀ ସହ ମନାନ୍ତର ହୋଇଥିଲା। ଏପରିକି ଗଣ୍ଡଗୋଳ କରି…