ଆଜିର ଖବର ପୁଅର ବାହାଘର ପ୍ରସ୍ତୁତି ବେଳେ ବାପାର ଆତ୍ମହତ୍ୟା କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କାନସୁକା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖଦାଳ ମହାରଣା ନାମକ ଜଣେ ବ୍ୟକ୍ତି…