ଜାତୀୟ ଖବର ପୁଅର ବିବାହ ପୂର୍ବରୁ ପିତାମାତା ନିଜ ଅଭ୍ୟାସରେ ସୁଧାର ଆଣିବା ଦରକାର, ନଚେତ୍ ଭାଙ୍ଗିଯିବ ପୁଅ ଓ ବୋହୂଙ୍କ ସମ୍ପର୍କ ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଅନୁଯାୟୀ ବିବାହ କେବଳ ଦୁଇଜଣଙ୍କୁ ନୁହେଁ ବରଂ ଦୁଇ ପରିବାରକୁ ବନ୍ଧନରେ ବାନ୍ଧି ରଖିଥାଏ। ତେଣୁ ବିବାହ ପରେ ଝିଅ କେମିତି ବଞ୍ଚିବ…