ଜାତୀୟ ଖବର ମନ ଖରାପ କରନ୍ତୁ ନାହିଁ, ଲକଡାଉନ ସମୟରେ ମଧ୍ୟ ପାଳନ କରିପାରିବେ ଗଣପର୍ବ ରଜ, ଜାଣନ୍ତୁ କିପରି ? ଭୁବନେଶ୍ବର, ଏ ବର୍ଷ ରଜ ମୁହଁ ଶୁଖେଇ ଦେଇଛି। କାରଣ ହେଉଛି କରୋନା ସଂକ୍ରାମଣ ଭୟରେ ସାରା ଓଡିଶା ଲକଡାଉନ। ଲକ ଡାଉନ ଖୋଲିବ 17 ତାରିଖରେ।…