ଅନ୍ତରାଷ୍ଟ୍ରୀୟ ୟୁକ୍ରେନ ପ୍ରସଙ୍ଗରେ ପୁଟିନଙ୍କୁ ଚେତାବନୀ ଦେଲେ ବାଇଡେନ, ଆକ୍ରମଣ କଲେ ଋଷକୁ ଭାରି ମୂଲ୍ୟ ଦେବାକୁ ପଡିବ ନୂଆଦିଲ୍ଲୀ: ୟୁକ୍ରେନ ସୀମାରେ ୧ ଲକ୍ଷରୁ ଅଧିକ ସୈନ୍ୟକୁ ହଟାଇବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଋଷର ରାଷ୍ଟ୍ରପତିଙ୍କୁ କହିଛନ୍ତି। ଏହାସହିତ ପୁଟିନଙ୍କୁ ବାଇଡେନ ଚେତାବନୀ…