ଆଜିର ଖବର ମାଲିଗୁଡା ଷ୍ଟେସନରେ ପୁନରୁଦ୍ଧାର କାର୍ଯ୍ୟକୁ ତୀବ୍ର କଲା ପୂର୍ବତଟ ରେଳପଥ ଭୁବନେଶ୍ୱର: ପୂର୍ବତଟ ରେଳପଥ ରାୟଗଡ଼ା ରେଳମଣ୍ଡଳ ପରିସୀମା ମଧ୍ୟରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ମାଟି ଅତଡ଼ା ଧସିବା ଓ ଜଳବନ୍ଦୀ ପରିସ୍ଥିତି…