ଜାତୀୟ ଖବର ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିରରେ ନେତାମାନଙ୍କୁ କାହିଁକି କୁହାଗଲା, କେହି ଗର୍ବ କର ନାହିଁ ଭୁବନେଶ୍ବର: ପୁରୀର ସ୍ବାମୀ ନାରାୟଣ ମନ୍ଦିରରେ ଆୟୋଜିତ ହୋଇଥିବା ବିଜେପିର ପ୍ରଶିକ୍ଷଣ ଶିବିରରେ ବିଧାୟକ ଓ ସାଂସଦଙ୍କୁ ପାଠପଢା ଯାଇଛି। ସେମାନେ ସେଥିରୁ କଣ କିଏ ଶିଖିଲେ…