ଆଜିର ଖବର ଉଦ୍ଘାଟନ ପୂର୍ବରୁ ଧସିଲା ୭ କୋଟିର ସେତୁ ଆପ୍ରୋଚ୍ ରାସ୍ତା : ବିପଦରେ ପୁରୀ – ଡେଲାଙ୍ଗ ଡାକପଡା ଲୁଣା ନଦୀ ବ୍ରିଜ ପୁରୀ: ଉଦ୍ଘାଟନ ହେବା ପୂର୍ବରୁ ପ୍ରଥମ ବଡ଼ ବର୍ଷାରେ ଧସିପଡ଼ିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ନବନିର୍ମିତ ଲୁଣା ସେତୁର ଆପ୍ରୋଚ୍ ରାସ୍ତା। ପ୍ରାୟ ୭ କୋଟି…