ଆଜିର ଖବର ଶ୍ରୀମନ୍ଦିରରେ ସେବାୟତଙ୍କୁ ମାରଣାସ୍ତ୍ରରେ ଆକ୍ରମଣ, ଗୁରୁତର ଅବସ୍ଥାରେ ପୁରୀ ହସ୍ପିଟାଲରେ ଭର୍ତ୍ତି ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି। ପଶ୍ଚିମ ଦ୍ଵାର ପାଖରେ କିଛି ଦୁର୍ବୃତ୍ତ ସେବାୟତଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ସେବାୟତ ତଥା…