ଆଜିର ଖବର ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ନାଁ କୁ ନେଇ ନୂଆ କାହାଣୀରେ ନିର୍ମିତ ନୂଆ ଚଳଚ୍ଚିତ୍ର “ଉଦଣ୍ଡୀ ସୀତା” ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଦୁଇ ନମ୍ବର ମାର୍କେଟ ବିଲଡିଂ ଠାରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ଉଦଣ୍ଡୀ ସୀତାର ଟ୍ରେଲର ରିଲିଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…