ଆଜିର ଖବର କରୋନା ପାଇଁ ପୁରୀ ନୂଆଦିଲ୍ଲୀ ପୁରୁଷତ୍ତମ ଏକ୍ସପ୍ରେସ ଉପରେ କରାଗଲା ଏକ ନୂଆ ଘୋଷଣା ଭୁବନେଶ୍ବର, କରୋନା ପାଇଁ ବିଭିନ୍ନ ସମୟରେ ରେଳ ବିଭାଗ ତାହାର କଟକଣା ଜାରୀ କରିଥାଏ। କେତେବେଳେ ଟ୍ରେନ ବାତିଲ ତ କେତେବେଳେ କରୋନା ପରୀକ୍ଷା ବାଧ୍ୟତାମୁଳକ। ତେବେ…