ଆଜିର ଖବର ଦୁର୍ଗାପୂଜା ପୂର୍ବରୁ ପୂଜାରୀଙ୍କ କରୋନା ପରୀକ୍ଷା ପାଇଁ ଅନୁରୋଧ କଲେ ସରକାର, ହେଲେ ଏହାକୁ ନେଇ ଅସନ୍ତୋଷ ଗୌହାଟୀ, ଆସାମ ସରକାର ରାଜ୍ୟର ପୁରୋହିତ ବା ପୂଜାରୀଙ୍କୁ ଦୁର୍ଗା ପୂଜା ପୂର୍ବରୁ ସେମାନଙ୍କର କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। କାରଣ ହେଲା ଯଦି ସେମାନେ…