ଆଜିର ଖବର ଗଞ୍ଜାମରେ ଜୁଆ ଆଡ୍ଡା ଉପରେ ପୁଲିସର ବଡ଼ ଚଢ଼ାଉ, ୬୧ ଗିରଫ ଛତ୍ରପୁର: ପାର୍ବଣ ଋତୁରେ ଜୁଆ ଖେଳ ଉପରେ ଗଞ୍ଜାମ ଜିଲ୍ଲା ପୁଲିସର କଡ଼ା ନଜର। ବେଆଇନ ଜୁଆ କାରବାରକୁ ରୋକିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ…