ଆଜିର ଖବର “ପ୍ରେମରେ ଭୋଗ ନୁହେଁ ତ୍ୟାଗ ହେଉଛି ମୁଖ୍ୟ”, ପଢନ୍ତୁ ଜଣେ ରାଜକୁମାରଙ୍କ ଏକ ସୁନ୍ଦର ପ୍ରେମ କାହାଣୀ ଉପେନ୍ଦ୍ର ବଳିୟାରସିଂହ ବୃକ୍ଷର ଶାଖାରେ ହସୁଥିବା ସୁନ୍ଦର ପୁଷ୍ପକୁ ଦେଖି ରାଜକୁମାର ଜଣଙ୍କ କହିଲେ, “ତୁମେ ମୋ ନିକଟକୁ ଚାଲି ଆସୁନ?” ପୁଷ୍ପ ଉତ୍ତର ଦେଲା, ”କାହିଁକି?”…