ଆଜିର ଖବର ପାଖେଇଲା ଦୀପାବଳି: ଘର ସଜାଇବା ପାଇଁ ନିଶ୍ଚିତ ଦିଅନ୍ତୁ ଏହି ତିନୋଟି ଜିନିଷ ଉପରେ ଧ୍ୟାନ ଭୁବନେଶ୍ବର: ଦୀପାବଳିରେ ପୂଜାପୂଜି ସହିତ ଘର ସଜାଇବା ମଧ୍ୟ ଏକ ମହତପୂର୍ଣ୍ଣ କାର୍ଯ୍ୟ। ସମସ୍ତେ ନିଜ ଘରକୁ ସୁନ୍ଦର କରିବା ପାଇଁ ଏହି ସମୟରେ ବିଭିନ୍ନ ସାଜସଜ୍ଜା କରନ୍ତି।…