ଆଜିର ଖବର ଏଥର ଜୁଲାଇ ୨ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ: ଜାଣନ୍ତୁ ପୂର୍ଣ୍ଣାଙ୍ଗ ବଜେଟ କେବେ? ଭୁବନେଶ୍ୱର: ଚଳିତ ବର୍ଷର ମୌସୁମୀ ଅଧିବେଶନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଜୁଲାଇ ୨ ତାରିଖରୁ ଆରମ୍ଭ ହେବାକୁ…