ଜାତୀୟ ଖବର ମୋଦି ଉପନାମ ମାମଲା-ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ: ପୂର୍ଣ୍ଣେଶ ମୋଦୀ ନୂଆଦିଲ୍ଲୀ: ମୋଦି ଉପନାମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀଙ୍କ ଦ୍ୱାରା ଦାୟର ମାନହାନୀ ମାମଲାରେ ଦୋଷୀ…