ଆଜିର ଖବର ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ପରିବର୍ତ୍ତେ କଂଗ୍ରେସ ଯୋଡୋ ଯାତ୍ରା କରିବା ଉଚିତ୍: ହାର୍ଦ୍ଦିକ ପଟେଲ ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ କରିଛି। ଏହି ନିର୍ବାଚନକୁ ନେଇ ହାର୍ଦ୍ଦିକ ପଟେଲ ବହୁତ ଉତ୍ସାହିତ ଅଛନ୍ତି।…