ଆଜିର ଖବର ପୂର୍ବତନ ବିଧାୟକ କାଙ୍ଗାଳି ପଣ୍ଡାଙ୍କ ବିୟୋଗ, ପିସିସି ସଭାପତିଙ୍କ ଶୋକ ଭୁବନେଶ୍ୱର: ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା କାଙ୍ଗାଳି ପଣ୍ଡାଙ୍କ ଆଜି ପରଲୋକ ହୋଇଯାଇଛି। କାଙ୍ଗାଳିବାବୁ ଜଣେ ସ୍ପଷ୍ଟବାଦୀ, ଗାନ୍ଧୀବାଦୀ ନେତାଭାବେ ପରିଚିତ…