ଆଜିର ଖବର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଜେରା ପାଇଁ ସିବିଆଇ ପଠାଇଲା ସମନ ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇ ମୌଖିକ ସମନ ପଠାଇଛି। ତାଙ୍କୁ ୨୭ ଏବଂ ୨୮ ଏପ୍ରିଲରେ ହାଜର ହେବାକୁ ଏଜେନ୍ସି…