ଆଜିର ଖବର ପୂର୍ବତନ ସେନା କର୍ମଚାରୀଙ୍କ ପେନ୍ସନ୍ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଗୁରୁ୍ତ୍ୱ ଭୁବନେଶ୍ୱର: ସଶସ୍ତ୍ର ବାହିନୀର ଅବସରପ୍ରାପ୍ତ ସୈନିକମାନଙ୍କର ପେନସନ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକୁ ତ୍ୱରିତ ଶୁଣାଣୀ ଓ ସମାଧାନ ଉଦ୍ଦେଶ୍ୟରେ ଶୁକ୍ରବାର ଭୁବନେଶ୍ୱରଠାରେ ଆଞ୍ଚଳିକ ସେବା ପେନସନ ଆୟୋଜନ (ଆରପିଏସ୍ଏ)…