ଆଜିର ଖବର ବାତ୍ୟା ଜୱାଦ ପାଇଁ ଚିଲିକାରେ ପ୍ରସ୍ତୁତି, ଜାଣନ୍ତୁ କଣ ପଦକ୍ଷେପ ନେଇଛି ପ୍ରଶାସନ ସୀତାରାମ ଅଗ୍ରୱାଲ ଚିଲିକା: ମାଡିଆସୁଛି ବାତ୍ୟା ଜୱାଦ। ଏଥି ନିମନ୍ତେ ରାଜ୍ୟ ସରକାର ସମସ୍ତ ପୂର୍ବପ୍ରସ୍ତୁତି ସାରିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳରେ ମଧ୍ୟ ସମାନ ପଦକ୍ଷେପ…