ଆଜିର ଖବର ପୂର୍ବାଞ୍ଚଳ ଏକ୍ସପ୍ରେସରେ ବିଏମଡବ୍ଲୁ କାର ଦୁର୍ଘଟଣାଗ୍ରସ୍ତ: ୪ ମୃତ ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସରେ ୨୩୦ କିଲୋମିଟର ବେଗରେ ଚାଲୁଥିବା ବିଏମଡବ୍ଲୁ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। କାର ଦୁର୍ଘଟଣାଗ୍ରସ୍ତ ହେବା…