ଆଜିର ଖବର ପେଗାଶସ୍ ଗୁପ୍ତଚର ମାମଲାରେ କେନ୍ଦ୍ର ସରକାରକୁ ନୋଟିସ ଜାରୀ କଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ, ଚଳିତ ସଂସଦ ଅଧିବେସନରେ ପେଗାଶସ ଗୁପ୍ତଚର ମାମଲା ହାଙ୍ଗମା ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଏହି ମାମଲା କୋର୍ଟରେ ପହଁଚିଛି। ଆଜି ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି…