ଆଜିର ଖବର ସତ୍ୟସାଇ ପେଟ୍ରୋଲ ପମ୍ପରେ ବିସ୍ପୋରଣ, ଜଣେ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟସ୍ଥ ବାଲିଗୋହିରୀସ୍ଥିତ ସତ୍ୟସାଇ ଫିଲିଂ ଷ୍ଟେସନରେ ଏକ ବିସ୍ପୋରଣ ଘଟିଯାଇଛି। ଏଥିରେ ଜଣେ ମୃତ୍ୟୁ ହୋଇଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ,…