ଜୀବନ ଶୈଳୀ ଖାଦ୍ୟ ହଜମ କିମ୍ବା କୋଷ୍ଠକାଠିନ୍ୟ ଭଳି ସମସ୍ୟା ଥିଲେ, ଅନୁସରଣ କରନ୍ତୁ ଏହି ଘରୋଇ ଉପଚାର ନୂଆଦିଲ୍ଲୀ: ଜୀବନଶୈଳୀରେ ଦ୍ରୁତ ପରିବର୍ତ୍ତନ ହେତୁ ପେଟ ସମ୍ବନ୍ଧୀୟ ସମସ୍ୟା ଆଜିକାଲି ସାଧାରଣ ହୋଇଛି। କିନ୍ତୁ ବେଳେବେଳେ ଏହି ସାଧାରଣ ସମସ୍ୟା ଗମ୍ଭୀର ରୋଗର କାରଣ ହୋଇପାରେ।…