ଆଜିର ଖବର ଭ୍ରାତା ଲକ୍ଷ୍ମଣ ନା ଭରତ?, ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରତି କାହାର ପ୍ରେମ ଅଧିକ, ପେଣ୍ଡୁ ଖେଳରୁ ହେଲା ସ୍ପଷ୍ଟ ଉପେନ୍ଦ୍ର ବଳିୟାରସିଂହ ଲୋକ ଲୋଚନ ସୁଖ ଦାତା ଭଗବାନ ଶ୍ରୀ ରାଘବେନ୍ଦ୍ର, ଭ୍ରାତାଗଣ ଓ ସଖା ପରିକରଙ୍କ ସହ ସରଜୁର ସମ୍ମୁଜ୍ଵଳ ତଟରେ କନ୍ଦୁକ କ୍ରୀଡା (ପେଣ୍ଡୁ…