ଆଜିର ଖବର ପୋଇଲା ବୈଶାଖ ଅବସରରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା କାମନା କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋଇଲା ବୈଶାଖ ଅବସରରେ ଏକ ଶୁଭ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି! ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: “ପୋଇଲା ବୈଶାଖର ଶୁଭେଚ୍ଛା। ଏହି ବିଶେଷ…