ଆଜିର ଖବର ବାରହା ଆକ୍ରମଣରେ ବୃଦ୍ଧାଙ୍କ ପ୍ରାଣହାନୀ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଛତ୍ରପୁର ଥାନା ଅନ୍ତର୍ଗତ ପୋଟଲାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଶୋଭା ତରାଇ ନାମ୍ନୀ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି।…