ଆଜିର ଖବର ଦେଶରେ ପ୍ରଥମ ଥର ଲାଗି ପୋଲିଓ ଟିକାକରଣ ସ୍ଥଗିତ: ୧୬ ରୁ କରୋନା ଟିକା ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହିତ କରିବା ପାଇଁ ସମଗ୍ର ଦେଶରେ ଟିକାକାରଣ ପରକୀୟା ଆରମ୍ଭ ହେବାକୁ ଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆସନ୍ତା ମାସ ୧୬…