Categories
ଫଟୋ ଖବର

ଲକଡାଉନ ପରିସ୍ଥିତି ଦେଖିବା ପାଇଁ ଯାଜପୁର ଜିଲ୍ଲା ଗସ୍ତରେ ଅଛନ୍ତି ପୋଲିସ ଡିଜି ଅଭୟ

ଯାଜପୁର, ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ମିଳିବା ପରେ ଯାଜପୁର ଟାଉନକୁ ସଟ୍ ଡାଉନ ଘୋଷଣା କରାଯାଇଛି। ସେଠାରେ ସ୍ଥିତି କିପରି ଅଛି ତାହାର ତଦାରଖ କରିବା ପାଇଁ ଜିଲ୍ଲା ଗସ୍ତରେ ଅଛନ୍ତି ପୋଲିସ ଡିଜି ଅଭୟ।