ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ

ଭୁବନେଶ୍ବର, ଭୁବନେଶ୍ବରର ବାପୁଜୀ ନଗରରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କୋଭିଡ19 ଆଇନି ଉଲ୍ଲଂଘନ ତଦାରଖ କରୁଛନ୍ତି। ସେ ସ୍ଥାନୀୟ ବ୍ୟବସାୟୀଙ୍କ ସହିତ ମଧ୍ୟ ଆଲୋଚନା କରୁଛନ୍ତି।