ଆଜିର ଖବର ସ୍ଥଗିତ ହେଲା ଓଡିଶା ପୋଲିସ ଗ୍ରୁପ ବି ନିଯୁକ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ ଭୁବନେଶ୍ବର: ସ୍ଥଗିତ ହେଲା ଓଡିଶା ପୋଲିସ ଗ୍ରୁପ ବି ନିଯୁକ୍ତି ପରୀକ୍ଷା। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାର୍ଚ୍ଚ ୮ ଓ…