ଆଜିର ଖବର ଜମ୍ମୁ କାଶ୍ମୀର: ପୋଲିସ ପାର୍ଟି ଉପରକୁ ଗୁଳି ଚଳାଇଲେ ଆତଙ୍କବାଦୀ, ଏନକାଉଣ୍ଟର ଜାରି ଶ୍ରୀନଗର: ଜମ୍ମୁ କାଶ୍ମୀରର ଛାନାପୋରାରେ ଆତଙ୍କବାଦୀମାନେ ଏକ ପୋଲିସ ପାର୍ଟି ଉପରକୁ ଗୁଳି ଚଳାଇଛନ୍ତି। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଏକ ରୁ ଦୁଇ ଆତଙ୍କବାଦୀ…