ଆଞ୍ଚଳିକ ଗମ୍ଭାରୀମୁଣ୍ଡା: ଲୁଟେରାମାନଙ୍କ ଖୋଲା ଚ୍ୟାଲେଞ୍ଜ, ପୋଲିସ ବିଟ ହାଉସରୁ ଚୋରି କଲେ ବାଇକ୍ ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ପୋଲିସ ବିଟ ହାଉସରୁ ଆଜି ଏକ ମୋଟର ସାଇକେଲ ଚୋରି ହୋଇଯାଇଥିବା ଖବର ହସ୍ତଗତ…