ଆଜିର ଖବର ୨୦୨୨-୨୩ ବର୍ଷରେ ବିଜେପିକୁ ମିଳିଛି ୨୫୦କୋଟିରୁ ଅଧିକ ଦାନ: ପୋଲ୍ ୱାଚଡଗ୍ ନୂଆଦିଲ୍ଲୀ: ୨୦୨୨-୨୩ ମସିହାରେ ନିର୍ବାଚନ ଟ୍ରଷ୍ଟରୁ ରାଜନୈତିକ ଦଳଗୁଡିକ ଗ୍ରହଣ କରିଥିବା ମୋଟ ଦାନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ୭୦ ପ୍ରତିଶତରୁ ଅଧିକ ପାଇଛି, ଏହି…